Easy Journey to Other Planets- ODIA (ଓଡ଼ିଆ)(Bhaktivedanta Book Trust, A. C. Bhaktivedanta Swami Prabhupada)
      
      
 
 
 
    
 
        
     
Quick Overview
 
     
   
Product Price Comparison
 
 
  ଏହା କୁହାଯାଇଛି ଯେ, ପୂର୍ଣ୍ଣ ଯୋଗୀ, ମୃତ୍ୟୁ ସମୟରେ ନିଜର ଶରିର ତ୍ୟାଗକରି , ମନର ଗତିରେ ସେ ଭୌତିକ ବ୍ରହ୍ମାଣ୍ଡର ସୀମାକୁ ଅତିକ୍ରମ କରି, ଅତିଦୁରକୁ ପ୍ରତିପଦାର୍ଥମୟ ଗ୍ରହ ପର୍ଯ୍ୟନ୍ତ ଯାତ୍ରା କରି ପାରିବ । ସୁକ୍ଷ୍ମ ଆଧାୟିକ ଶକ୍ତିକୁ ଉପଭୋଗ କରି ଆପଣ ଅନ୍ୟ , ଲୋକୋ ପର୍ଯ୍ୟନ୍ତ ଯାତ୍ରା କରି, ଭଗବାନଙ୍କର ଶକ୍ତିର ଚମତ୍କାରକୁ ଦର୍ଶନ କରନ୍ତି । ଅର୍ଥାତ ଯଦି ଆପଣ ଚାହିଁବେ ତେବେ ଆପଣ ଭୌତିକ ସୃଷ୍ଟି ଆଗରେ, କୃଷ୍ଣଙ୍କ ସାଥିରେ ଆମେ ନିତ୍ୟ ଘରକୁ ଯାତ୍ରା ବି କରି ପାରିବା ।